୧୨ ରୁ ଆରମ୍ଭ ହେବ ଓଡିଶା ଟ୍ଵେଣ୍ଟି୨୦ କ୍ରିକେଟ ଲିଗ୍

ଓଡିଶା କ୍ରିକେଟ ଆସୋସିଏସନ (ଓସିଏ) ପକ୍ଷରୁ ଚଳିତ ମାସ ୧୨ ରୁ ଟାଙ୍ଗୀର ଡ୍ରିମ୍ସ ଷ୍ଟାଡିୟମରେ ଓଡିଶା ଟ୍ଵେଣ୍ଟି୨୦ କ୍ରିକେଟ ଲିଗ୍ ଆରମ୍ଭ ହୋଇ ୨୮ ପର୍ଯ୍ୟନ୍ତ ଚାଲିବ. ଏହି ଟୁର୍ଣ୍ଣାମେଣ୍ଟରେ ୬ଟି ଦଳ ଭାଗନେବେ. ଏଥିରେ ୧୭ ଦିନରେ ୩୩ଟି

ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସମିତି ସଭ୍ୟ ଓ ସଭ୍ଯା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା ଜିଲ୍ଲାର ୧୦ ଟି ବ୍ଲକର ସମିତି ସଭ୍ୟ ଓ ସଭ୍ଯା ମାନଙ୍କୁ ନେଇ ବରୁଣେଇ ପିଠ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି. ଭୁବନେଶ୍ବର ବ୍ଲକର ଉପାଧ୍ଯକ୍ଷ ଅଜିତ ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବହୁ ସମିତି ସଭ୍ୟ

ଖୋର୍ଦ୍ଧା ଜିଲ୍ଲା ବରିଷ୍ଠ ଅଧିକାରୀ ମାନେ ଅମୃତ ସରୋବର ଯୋଜନା ରେ ହେଉଥିବା ଚିତ୍ରା ପୋଖରି ପରିଦର୍ଶନ

  ଖୋର୍ଦ୍ଧା ଜିଲ୍ଲା ଅଧୀନ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଉମାଦେଇ ବ୍ରହ୍ମପୁର ଗ୍ରାମ ପଞ୍ଚାୟତର ଯଶୁଆପୁର ଠାରେ ଥିବା ସରକାରୀ ପୋଖରି ଚିତ୍ରା ପୋଖରି ଉନ୍ନତି କରଣ ସରକାରଙ୍କ ଅମୃତ ସରୋବର ଯୋଜନା ରେ କାର୍ଯ୍ୟ ଚାଲୁ ରହିଛି. ଏହି ପୋଖରି

କାଞ୍ଚନ ଫାଉଣ୍ଡେସନକୁ ପ୍ରକୃତି ମିତ୍ର ସମ୍ମାନ

ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଭୁବନେଶ୍ବର ଠାରେ ଲୋକସେବା ଭବନ ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ କାଞ୍ଚନ ଫାଉଣ୍ଡେସନ କୁ ପ୍ରକୃତି ମିତ୍ର ଭାବରେ ସମ୍ଵର୍ଦ୍ଧିତ କରଯାଇଥିଲା.

ଷଷ୍ଠ ଗୀତାଞ୍ଜଳି ପ୍ରତିଭା ସମ୍ମାନ-୨୦୨୩ ପ୍ରଦାନ

ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ବର ଠାରେ ଥିବା ଗୀତଗୋବିନ୍ଦ ସଦନ ଠାରେ ଷଷ୍ଠ ଗୀତାଞ୍ଜଳି ପ୍ରତିଭା ସମ୍ମାନ – ୨୦୨୩ ପ୍ରଦାନ କରାଯାଇଛି. ଏହି ଉତ୍ସବରେ ଉଦ୍ଘାଟକ ଭାବରେ ମାନ୍ୟବର ସାଂସଦ