ପୃଥିବୀକୁ ଫେରିଲେ ୪ ମହାକାଶଚାରୀ

କେପ୍‌ କାର୍ଣ୍ଣିଭାଲ : ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଦୀର୍ଘ ୮ମାସ ରହଣି ପରେ ଶୁକ୍ରବାର ପୃଥିବୀ ପୃଷ୍ଠକୁ ଫେରିଆସିଛନ୍ତି ୪ଜଣ ମହାକାଶଚାରୀ। ଫେରିଥିବା ମହାକାଶଚାରୀଙ୍କ ମଧ୍ୟରୁ ୩ଜଣ ଆମେରିକୀୟ ଓ ଜଣେ ରୁଷୀୟ। ଏମାନେ ହେଲେ ନାସାର ମାଥ୍ୟୁ ଡୋମିନିକ୍, ମିଚେଲ

ଓଡ଼ିଶା ବିଧାନସଭାର ପ୍ରଥମ ବିଧାୟକ ମକରଧ୍ୱଜ ପ୍ରଧାନଙ୍କ ବିୟୋଗ

ଝାରସୁଗୁଡ଼ା: ପରଲୋକରେ ଓଡ଼ିଶା ବିଧାନସଭାର ପ୍ରଥମ ବିଧାୟକ ମକରଧ୍ୱଜ ପ୍ରଧାନ । ଗତକାଲି ଝାରସୁଗୁଡ଼ା ଜିଲ୍ଲା ବାଘମୁଣ୍ଡାସ୍ଥିତ ନିଜ ବାସଭବନରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ହୋଇଥିଲା । ବାର୍ଦ୍ଧକ୍ୟଜନିତ କାରଣରୁ

ଭାରତ-ଚୀନ୍ ସୀମା ବୁଝାମଣା: ୨୯ ସୁଦ୍ଧା ସେନା ପ୍ରତ୍ୟାହାର

ନୂଆଦିଲ୍ଲୀ: ଲଦାଖ୍‌ ସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ସେନା ପ୍ରତ୍ୟାହାରକୁ ନେଇ ଭାରତ ଓ ଚୀନ୍‌ ମଧ୍ୟରେ ଯେଉଁ ବୁଝାମଣା ସ୍ବାକ୍ଷରିତ ହୋଇଛି, ତାହାକୁ କାର୍ଯ୍ୟକାରୀ କରାଯାଇଛି। ତଦନୁଯାୟୀ ଗୁରୁବାର ରାତିରୁ ଲଦାଖ୍‌ର ଦେସପାଙ୍ଗ୍‌ ଓ ଡେମଚୋକ୍‌ ଭଳି ସମ୍ବେଦନଶୀଳ

ରତନ ଟାଟାଙ୍କ ଇଛାପତ୍ର: ଜାଣନ୍ତୁ କିଏ ପାଇବ କେତେ ସମ୍ପତ୍ତି…

ମୁମ୍ବଇ: ଚଳିତ ମାସ ପ୍ରଥମ ଭାଗରେ ଦେଶର ପ୍ରତିଷ୍ଠିତ ଶିଳ୍ପପତି ତଥା ବଦାନ୍ୟ ବ୍ୟକ୍ତି ରତନ ଟାଟାଙ୍କ ପରଲୋକ ଘଟିଥିଲା ବେଳେ ତାଙ୍କ ସମ୍ପତ୍ତିକୁ ନେଇ ସେ ଇଛାପତ୍ର ଉଲ୍ଲେଖ କରିଥିବା ବିଭିନ୍ନ ବିଷୟ ଏବେ ସାମ୍ନାକୁ ଆସିଛି। ଆଜିର ଦିନରେ

ବାତ୍ୟା ଦାନା ମୁକାବିଲାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ‘ଦାନା’ ଜନିତ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୁକ୍ରବାର ରାଜସ୍ବମନ୍ତ୍ରୀ, ମୁଖ୍ୟ ସଚିବ, ଉନ୍ନୟନ ସଚିବ, ଏସ୍‌ଆର୍‌ସିଙ୍କ ସମେତ ଉଚ୍ଚ ପଦାଧିକାରୀଙ୍କ ସହ ସେ ବାତ୍ୟା ମୁକାବିଲା ଓ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ।

ଅବପାତର ରୂପ ନେଲା ‘ଦାନା’, ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ବର: ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେବା ସହ ଅବପାତର ରୂପ ନେଇଛି ବାତ୍ୟା ଦାନା । ଆଗାମୀ କିଛି ଘଣ୍ଟାରେ ଏହା ଆହୁରି ଦୁର୍ବଳ ହେବ । ବାତ୍ୟାର ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଭଦ୍ରକରୁ

ଲଜିଷ୍ଟିକ୍ ଗାଡ଼ି ସହ ୨୦ କେଜି ସୁନା ଜବତ କଲା ଜିଏସଟି ଏନଫୋର୍ସମେଣ୍ଟ ବିଭାଗ

ବାରିପଦା: ଲଜିଷ୍ଟିକ୍ ଗାଡ଼ି ସହ ୨୦ କେଜି ସୁନା ଜବତ । ଏମ୍‌କେସି ହାଇସ୍କୁଲ ଛକ ନିକଟରୁ ଗାଡ଼ି ସହ ଧରିଲା GST ଟିମ୍। ଶୁକ୍ରବାର ରାତି ୧୧ଟା ସମୟରେ ଜିଏସଟି ଏନଫୋର୍ସମେଣ୍ଟ ବିଭାଗ ପକ୍ଷରୁ ପ୍ରାୟ ୨୦କେଜି ସୁନା ଜବତ

ଆଜିର ରାଶିଫଳ ଜାଣନ୍ତୁ ଶନିବାର ( ୨୬-୧୦-୨୦୨୪ )

ମେଷ: ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ। ବ୍ୟବସାୟରେ ସମସ୍ୟା ଦେଖା ଦେବ। କୌଣସି କଥାକୁ ନେଇ ଚିନ୍ତାରେ ରହିବେ। ନୂଆ କାମରେ ପରିବାରର ସହଯୋଗ ମିଳିବ। ବୃଷ: ଦିନଟି ମିଶ୍ରଫଳ ପ୍ରଦାନ କରିବ। କାର୍ଯ୍ୟରେ ପଦୋନ୍ନତି ସମ୍ଭାବନା ରହିବ।

ଜାଣନ୍ତୁ ଆଜିର ରାଶିଫଳ ଶୁକ୍ରବାର ( ୧୮ – ୧୦ – ୨୦୨୪ )

ମେଷ: କର୍ମଚଞ୍ଚଳ ରହିବେ। ମନ ଖୁସି ରହିବ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଉତ୍ତମ। ବ୍ୟବସାୟରୁ ଲାଭ ମିଳିବ। ଛାତ୍ରଛାତ୍ରୀ ଖେଳକୁଦରେ ସମୟ ଅତିବାହିତ କରିବେ। ବୃଷ: ଦିନଟି ଚିନ୍ତାଜନକ ରହିବ। କଳା, ମନୋରଞ୍ଜନ ପ୍ରତି

ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କଲେ ଯୁବ ସାମ୍ବାଦିକ ପ୍ରଳୟ

ଜନ୍ମ ଦିନରେ ରକ୍ତଦାନ ଶିବିର। ବାଲିପାଟଣା: ଯୁବ ସାମ୍ବାଦିକ ପ୍ରଳୟ କୁମାର ଦାସ ଙ୍କ ଜନ୍ମ ଦିବସ ଅବସରରେ ରାଜଧାନୀ ଡ଼ାକ୍ତରଖାନା ରକ୍ତ କେନ୍ଦ୍ର ପରିସରରେ ଆୟୋଜିତ ରକ୍ତଦାନ ଶିବିରକୁ ରାଜଧାନୀ ଡାକ୍ତରଖାନା ରକ୍ତ କେନ୍ଦ୍ର ନିର୍ଦ୍ଦେଶକ ଡ ଦେବାଶିଷ ମିଶ୍ର