SSTV

218 Posts Website

୮ମ ଯଶୁଆପୁର ମହୋତ୍ସବ ଉଦଘାଟିତ

ମହୋତ୍ସବ ଗାଁର ଭାଇଚାରା ସୃଷ୍ଟି କରିଥାଏ ୮ମ ଯଶୁଆପୁର ମହୋତ୍ସବ ଉଦଘାଟିତ ବାଲିଅନ୍ତା,: ଗାଁରେ ଭାଇଚାରା ଓ ଗାଁର ପରିଚୟ ଜନମାନସରେ ସ୍ୱତନ୍ତ୍ର ସ୍ଥାନ ରଖିବା ମହୋତ୍ସବ ଏକମାତ୍ର ମାଧ୍ୟମ ବୋଲି ଆଜି ଯଶୁଆପୁର ଖେଳପଡିଆରେ ଅନୁଷ୍ଠିତ ହୋଇଥିବା ୮ ମ

ଇଂଲଣ୍ଡ ବିପକ୍ଷରେ ଭାରତର ରୋମାଞ୍ଚକ ବିଜୟ

ବ୍ୟୁରୋ:ଇଂଲଣ୍ଡ ବିପକ୍ଷରେ ଜିତିଲା ଭାରତ, ଦିନିକିଆ ଶୃଙ୍ଖଳା କଲା ଅକ୍ତିଆର ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୨ୟ ମ୍ୟାଚ୍ ଖେଳାଯାଇଛି। ଏହି ମ୍ୟାଚ୍‌ରେ ଘରୋଇ ଦଳ ୪ ୱିକେଟ୍‌ରେ

ମାତା ପିତା ହେଉଛନ୍ତି ମନୁଷ୍ୟ ଜୀବନର ଜୀବନ୍ତ ଦେବତା

ବାଲିପାଟଣା,: ବିବେକାନନ୍ଦ ଶିକ୍ଷାକେନ୍ଦ୍ର ରେ ମାତୃପିତୃ ପୂଜନ ଉତ୍ସବ ପାଳିତ ହୋଇଛି। ମାତା ପିତା ହେଉଛନ୍ତି ମନୁଷ୍ୟ ଜୀବନର ଜୀବନ୍ତ ଦେବତା,ସେମାନଙ୍କ ଆଶୀର୍ବାଦ ରେ ମନୁଷ୍ୟ ଜୀବନ ସୁଖମୟ ହୁଏ । ଏହି ତଥ୍ୟ କୁ ପାଥେୟ କରି ଆଜି ବାଲିପାଟଣା

ମଦୁଆ ଗାଡ଼ି ଚାଳକଙ୍କୁ ଧରିବ ସେନ୍ସର

_ଦୁର୍ଘଟଣା ରୋକିବାକୁ ନୂଆ ଯୋଜନା: ମୋ ବସ୍‌ରେ ଲାଗିବ ୩୬୦ ଡିଗ୍ରୀ କ୍ୟାମେରା, ସେନ୍ସର ଧରିବ ମଦୁଆ ଗାଡ଼ି ଚାଳକଙ୍କୁ_ ଭୁବେଶ୍ବର: ମୋ ବସ୍‌ ଦୁର୍ଘଟଣା ରୋକିବାକୁ କ୍ୟାପିଟାଲ ଅର୍ବାନ ରିଜନ ଟ୍ରାନ୍ସପର୍ଟ ଅଟୋମେଟିକ୍‌ ଆଡଭାନ୍ସ ଡ୍ରାଇଭର ଆସିଷ୍ଟାନ୍ସ ସିଷ୍ଟମ (ଏଡିଏଏସ୍‌)

ସାଇବର ଠକେଇ ରୋକିବାକୁ ରିଜର୍ଭ ବ୍ୟାଙ୍କର ନୂଆ ଉପାୟ

ବ୍ୟୁରୋ:ଦେଶରେ ସାଇବର ଠକେଇ ମାମଲା ବଢିଚାଲିଛି । ବ୍ୟାଙ୍କମାନେ ଯେତେ ସୁରକ୍ଷା ବ୍ୟବସ୍ଥା କଲେ ବି ଚୋରମାନେ ଅଭିନବ ଉପାୟ ବାହାର କରି ଲୋକମାନଙ୍କୁ ଠକିବାରେ ଲାଗିଛନ୍ତି । ଏବେ ସାଇବର ଠକେଇ ରୋକିବାକୁ ରିଜର୍ଭ ବ୍ୟାଙ୍କ କେତେକ ନୂଆ ପଦକ୍ଷେପ

୨୧ତମ ଧଉଳୀ କଳିଙ୍ଗ ମହୋତ୍ସବ ୨୦୨୫ ଉଦ୍‍ଘାଟିତ

ଭୁବନେଶ୍ଵର: ୦୭.୦୨.୨୦୨୫ – ଐତିହାସିକ ଧଉଳୀର ପାଦଦେଶରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଏବଂ ଆର୍ଟ ଭିଜନ୍‍ ଦ୍ୱାରା ଆୟୋଜିତ ୨୧ତମ ଧଉଳୀ କଳିଙ୍ଗ ମହୋତ୍ସବ ଏକ ବର୍ଣ୍ଣାଢ୍ୟ

Ola_Uberକୁ_ନୋଟିସ୍‌!!

Ola_Uberକୁ_ନୋଟିସ୍‌!! -Ola, Uberକୁ ନୋଟିସ୍‌ କଲେ ଉପଭୋକ୍ତା ମନ୍ତ୍ରାଳୟ -ଭିନ୍ନ ଭିନ୍ନ ମଡେଲ୍‌ ଫୋନ୍‌ରେ ଭିନ୍ନ ଦରକୁ ନେଇ ନୋଟିସ୍‌ -ଆଇଫୋନ୍‌ ଓ ଆଣ୍ଡ୍ରଏଡ୍‌ ବ୍ୟବହାରକାରୀଙ୍କ ପାଇଁ ଭିନ୍ନ ରେଟ୍‌ରୁ ନୋଟିସ୍‌ -ଜବାବ ରଖିବାକୁ ମନ୍ତ୍ରାଳୟ ପକ୍ଷରୁ ଉଭୟ କ୍ୟାବ୍‌ ସଂସ୍ଥାକୁ

ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ

ଅରବିନ୍ଦ ୟୁଥ୍ ଆଣ୍ଡ୍ ସୋସିଆଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ। ବାଲିପାଟଣା:ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଅରବିନ୍ଦ ୟୁଥ୍ ଆଣ୍ଡ୍ ସୋସିଆଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଖୋର୍ଦ୍ଧା ରକ୍ତଭଣ୍ଡାର ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବିଷ ପାଲଟିଛି ଦୟାନଦୀ !

ବିଷ ପାଲଟିଛି ଦୟାନଦୀ: ପାଣିରେ ଅମାଶୟ ଜୀବାଣୁ ବ୍ୟୁରୋ: ଦୟାନଦୀ ଜଳ ଆଉ ବ୍ୟବହାର ଉପଯୋଗୀ ନୁହେଁ। କଳା କିଟିକିଟି ଦେଖାଯାଉଥିବା ଦୟା ଜଳ ବିଷ କୁମ୍ଭରେ ପରିଣତ ହୋଇସାରିଛି। ଖୋଦ୍ ସ୍ବାସ୍ଥ୍ୟ ବିଭାଗ ଏହି ପ୍ରସଙ୍ଗରେ ଲୋକଙ୍କୁ ସତର୍କ କରାଇବା