Date: June 19, 2023

Total 4 Posts

ବହୁ ପ୍ରତିକ୍ଷିତ ବଇଁଚୁଆ କାଜ ଉପରେ ନିର୍ମାଣ ହେବ ସେତୁ

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିଅନ୍ତା ବ୍ଲକ ଅଧିନସ୍ଥ ବଇଁଚୁଆ ଗ୍ରାମ ପଞ୍ଚାୟତର ଥିବା କାଜ ଉପରେ ଏକ ସେତୁ ନିର୍ମାଣ ପାଇଁ ବହୁ ପୂର୍ବରୁ ଜନସାଧାରଣଙ୍କ ଦାବି ଉଠୁଥିଲା. ଜୟଦେବର ବିଧାୟକ ଡ଼ ଅରବିନ୍ଦ ଢାଲିଙ୍କ ଉଦ୍ୟମରେ ନିର୍ମାଣ ହେବାକୁ ଯାଉଚି

ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ସୁସ୍ଥ ହୋଇ ଫେରିଲେ

ଦୀର୍ଘ ଦୁଇ ବର୍ଷ ଧରି ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଦିଲ୍ଲୀ ଏମସ୍ ରେ ଚିକିତ୍ସାଧିନ ଥିଲେ. ସେ ଆଜି ସୁସ୍ଥ ହୋଇ ଭୁବନେଶ୍ବର ଫେରିଛନ୍ତି. ସେ କୋଭିଡ ରୋଗ ରେ ଆକ୍ରାନ୍ତ ହୋଇ ଥିଲେ.

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୫ ତମ ଶ୍ରାଦ୍ଧ ଦିବସ ପାଳିତ

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୫ତମ ଶ୍ରାଦ୍ଧ ଦିବସ ଅବସରରେ ପାଣ୍ଡରା ସ୍ଥିତ ଆଦର୍ଶ ବୃଦ୍ଧାଶ୍ରମ ଠାରେ ଉତ୍କଳମଣି ଙ୍କୁ ଶ୍ରଦ୍ଧାଞ୍ଜଳି ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି , କମିଶନରେଟ ପୋଲିସ ରେଡ଼କ୍ରୋସ ତରଫରୁ

ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଚାମ୍ପିଅନ୍‌ ହେଲା ଭାରତ

ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଚାମ୍ପିଅନ୍‌ ହେଲା ଭାରତ। ଲେବାନନ୍‌କୁ ୨-୦ ଗୋଲ୍‌ରେ ହରାଇ ଭାରତ ଏହି ମାଇଲ୍‌ ଖୁଣ୍ଟ ହାସଲ କରିଛି। ଏଥିସହ ଦ୍ୱିତୀୟ ଥର ପାଇଁ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ରେ ଚାମ୍ପିଅନ୍‌ ହୋଇଛି ଭାରତ। ରବିବାର ଭୁବନେଶ୍ୱରରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଅଧିନାୟକ