Date: June 17, 2023

Total 1 Posts

ଫାଇଭ ଟି ସଚିବଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ

ଆଜି ଭୁବନେଶ୍ଵର ବିଜେପି ରାଜ୍ଯ କାର୍ଯ୍ୟାଳୟରେ ଭୁବନେଶ୍ବର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ପ୍ରେସମିଟ କରିଛନ୍ତି. ଶ୍ରୀମତୀ ଷଡଙ୍ଗୀ ରାଜ୍ଯସରକାରଙ୍କ ଶାସନ ବ୍ୟବସ୍ଥା ଉପରେ ବର୍ଷିଛନ୍ତି. ସେ କହିଛନ୍ତି ଜଣେ ସଚିବ ସରକାରଙ୍କ ଶାସନ ବ୍ୟବସ୍ଥାକୁ ହାଇ ଯାକ କରି ନେଇଛନ୍ତି.