Date: June 13, 2023

Total 10 Posts

ଏଥର ରଜରେ ଆସୁଚି ଓଲିଉଡର ଦୁଇ ସୁପରଷ୍ଟାର୍ ସିଦ୍ଧାନ୍ତ ଓ ଅନୁଭବ ଙ୍କ ଓଡ଼ିଆ ଫିଲ୍ମ

ଏଥର ରଜରେ ଜମିବ ସିନେ ବଜାର. କାରଣ ଦୁଇ ବର୍ଷ ହେବ ମହାମାରୀ କରୋନା ପାଇଁ ରଜ ଫିକା ପଡିଥିଲା. କିନ୍ତୁ ଏଥର ରଜରେ ମୁକ୍ତିଲାଭ କରୁଛି ୨ଟି ଓଡ଼ିଆ ସିନେମା. ଗୋଟିଏ ହେଲା ” Guddu ଗ୍ୟାଙ୍ଗଷ୍ଟାର”, ଅନ୍ୟଟି ହେଲା

ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିବ ୨ ଟେଷ୍ଟ, ୩ ଦିନିକିଆ, ୫ ଟି – ଟ୍ଵେଣ୍ଟି

ଆସନ୍ତା ଜୁଲାଇ ୧୨ ତାରିଖରୁ ଅଗଷ୍ଟ ୧୩ ତାରିଖ ମଧ୍ୟରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ଗସ୍ତ କରି ୨ ଟେଷ୍ଟ, ୩ ଦିନିକିଆ, ୫ ଟି – ଟ୍ଵେଣ୍ଟି ଖେଳିବ. କାର୍ଯ୍ଯସୂଚୀ ଜୁଲାଇ ୧୨ ରୁ ୧୬ : ପ୍ରଥମ ଟେଷ୍ଟ

ପ୍ରଥମ ଜନଜାତୀୟ ଖେଳ ମହୋତ୍ସବ ଉଦଯାପିତ

  ଭୁବନେଶ୍ବରର କିଟ୍ ପରିସରରେ ଆୟୋଜିତ ପ୍ରଥମ ଜନଜାତୀୟ ଖେଳ ମହୋତ୍ସବର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଥିଲେ. ଏହି ପ୍ରତିଯୋଗିତାରେ ସମଗ୍ର ଭାରତବର୍ଷରୁ ୧୨ ଟି ବିଭାଗରେ ୫୦୦୦

ଝିଣ୍ଟଶାସନ- ତେରବାଟିଆ ଭାର୍ଗବୀ ସେତୁ ଶିଳାନ୍ୟାସ

  ଖୋର୍ଦ୍ଧା ଜିଲ୍ଲା ଅଧୀନ ବାଲିଅନ୍ତା ବ୍ଲକ ଝିଣ୍ଟଶାସନ- ତେରବାଟିଆ ଭାର୍ଗବୀ ଶିଳାନ୍ୟାସ ପର୍ବ ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟଦେବର ବିଧାୟକ ଡ଼ ଅରବିନ୍ଦ ଢାଲି ଯୋଗ ଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ. ସେ ତାଙ୍କ

ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ୨୭୧ କୋଟିର ବଜେଟ

ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି. ଏହି ବୈଠକରେ ୨୭୧କୋଟି ୭ଲକ୍ଷ ଟଙ୍କାର ବଜେଟ ଅନୁମୋଦନ କରାଯାଇଛି. ରଥଯାତ୍ରା ଓ ସ୍ନାନଯାତ୍ରା ପାଇଁ ୧୬ କୋଟି ୬୨ ଲକ୍ଷ,

୧୨ ରୁ ଆରମ୍ଭ ହେବ ଓଡିଶା ଟ୍ଵେଣ୍ଟି୨୦ କ୍ରିକେଟ ଲିଗ୍

ଓଡିଶା କ୍ରିକେଟ ଆସୋସିଏସନ (ଓସିଏ) ପକ୍ଷରୁ ଚଳିତ ମାସ ୧୨ ରୁ ଟାଙ୍ଗୀର ଡ୍ରିମ୍ସ ଷ୍ଟାଡିୟମରେ ଓଡିଶା ଟ୍ଵେଣ୍ଟି୨୦ କ୍ରିକେଟ ଲିଗ୍ ଆରମ୍ଭ ହୋଇ ୨୮ ପର୍ଯ୍ୟନ୍ତ ଚାଲିବ. ଏହି ଟୁର୍ଣ୍ଣାମେଣ୍ଟରେ ୬ଟି ଦଳ ଭାଗନେବେ. ଏଥିରେ ୧୭ ଦିନରେ ୩୩ଟି

ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସମିତି ସଭ୍ୟ ଓ ସଭ୍ଯା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା ଜିଲ୍ଲାର ୧୦ ଟି ବ୍ଲକର ସମିତି ସଭ୍ୟ ଓ ସଭ୍ଯା ମାନଙ୍କୁ ନେଇ ବରୁଣେଇ ପିଠ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି. ଭୁବନେଶ୍ବର ବ୍ଲକର ଉପାଧ୍ଯକ୍ଷ ଅଜିତ ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବହୁ ସମିତି ସଭ୍ୟ

ଖୋର୍ଦ୍ଧା ଜିଲ୍ଲା ବରିଷ୍ଠ ଅଧିକାରୀ ମାନେ ଅମୃତ ସରୋବର ଯୋଜନା ରେ ହେଉଥିବା ଚିତ୍ରା ପୋଖରି ପରିଦର୍ଶନ

  ଖୋର୍ଦ୍ଧା ଜିଲ୍ଲା ଅଧୀନ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଉମାଦେଇ ବ୍ରହ୍ମପୁର ଗ୍ରାମ ପଞ୍ଚାୟତର ଯଶୁଆପୁର ଠାରେ ଥିବା ସରକାରୀ ପୋଖରି ଚିତ୍ରା ପୋଖରି ଉନ୍ନତି କରଣ ସରକାରଙ୍କ ଅମୃତ ସରୋବର ଯୋଜନା ରେ କାର୍ଯ୍ୟ ଚାଲୁ ରହିଛି. ଏହି ପୋଖରି

କାଞ୍ଚନ ଫାଉଣ୍ଡେସନକୁ ପ୍ରକୃତି ମିତ୍ର ସମ୍ମାନ

ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଭୁବନେଶ୍ବର ଠାରେ ଲୋକସେବା ଭବନ ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ କାଞ୍ଚନ ଫାଉଣ୍ଡେସନ କୁ ପ୍ରକୃତି ମିତ୍ର ଭାବରେ ସମ୍ଵର୍ଦ୍ଧିତ କରଯାଇଥିଲା.

ଷଷ୍ଠ ଗୀତାଞ୍ଜଳି ପ୍ରତିଭା ସମ୍ମାନ-୨୦୨୩ ପ୍ରଦାନ

ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ବର ଠାରେ ଥିବା ଗୀତଗୋବିନ୍ଦ ସଦନ ଠାରେ ଷଷ୍ଠ ଗୀତାଞ୍ଜଳି ପ୍ରତିଭା ସମ୍ମାନ – ୨୦୨୩ ପ୍ରଦାନ କରାଯାଇଛି. ଏହି ଉତ୍ସବରେ ଉଦ୍ଘାଟକ ଭାବରେ ମାନ୍ୟବର ସାଂସଦ