ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ
ଆଜି ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜୟଦେବ ନିର୍ବାଚନ ମଣ୍ଡଳୀରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଯୁବ ସମାଜସେବୀ ରଂଜନ କୁମାର ମହାପାତ୍ରଙ୍କ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ବାଳକାଟି ମଣ୍ଡଳ ବିଜେପିର ସଭାପତି ବ୍ରହ୍ମାନନ୍ଦ ସ୍ୱାଇଁ, ବରିଷ୍ଠ ବିଜେପି ନେତା ଚିତ୍ତ ରଂଜନ ସାମନ୍ତରାୟ, ଯୁବ ନେତା ପ୍ରଦୀପ୍ତ କୁମାର ମହାନ୍ତି, ହରେକୃଷ୍ଣ ମହାରଣା, ପ୍ରଦୀପ୍ତ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ୨୫ ଜଣ ଶ୍ରମିକ ମାନଙ୍କୁ ଉତ୍ତରୀୟ ଓ ଥଣ୍ଡା ପାନୀୟ, ବିସ୍କୁଟ, କଦଳୀ ଆଦି ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *