ଅର୍ଥ ସଚିବ ସଞ୍ଜିବ ମିଶ୍ରଙ୍କୁ ‘ପ୍ରମୁଖ ଆବାସିକ କମିଶନର’ର ଅତିରିକ୍ତ ଦାୟିତ୍ୱ
୧୯୯୭ ବ୍ୟାଚ୍ ଆଇଏଏସ୍ ଶ୍ରୀ ମିଶ୍ର ନୂଆଦିଲ୍ଲୀରେ ଓଡ଼ିଶା ସରକାରଙ୍କ ପ୍ରମୁଖ ଆବାସିକ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଶ୍ରୀ ମିଶ୍ର ଏବେ ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।