Category: News

Total 99 Posts

ବୃକ୍ଷ ବଣ୍ଟନ ଓ ପରିବେଶ ସଚେତନତାର ବାର୍ତ୍ତାରେ ନୂଆ ବର୍ଷ ପାଳନ

ବାଲିଅନ୍ତା : ଭୁବନେଶ୍ବର ଉପକଣ୍ଠସ୍ଥ ବାଲିଅନ୍ତା ବ୍ଲକର ଟଙ୍କପାଣି ସେତୁ ନିକଟରେ ଥିବା ଗାନ୍ଧୀ ସ୍ମାରକୀ ପୀଠରେ ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ଓ ହଟ କିଶୋର ଭୋଇ ମେମୋରିଆଲ ଟ୍ରଷ୍ଟ ମିଳିତ ଆନୁକୁଲ୍ୟରେ ନୂଆ ବର୍ଷ ପାଳନ ହୋଇଯାଇଛି ।

ଜୟଦେବ ରେ ଫସଲ କ୍ଷୟକ୍ଷତି ର ସମୀକ୍ଷା କଲେ ସମବାୟ ମନ୍ତ୍ରୀ ବାଲିପାଟଣା: ଆଜି ସମବାୟ ମନ୍ତ୍ରୀ ପ୍ରଦୀପବଳ ସାମନ୍ତ ଜୟଦେବ ନିର୍ବାଚନ ମଣ୍ଡଳୀ ର ବୋଧଖଣ୍ଡି, ବାରିଜଙ୍ଗ, ପୁରୋହିତପୁର,ପମ୍ପାଲୋ ପ୍ରମୁଖ ପଞ୍ଚାୟତ ପରିଦର୍ଶନ କରି କ୍ଷତିଗ୍ରସ୍ତ ଫସଲ ର ଅନୁଧ୍ୟାନ

ରୋଗୀକୁ ଆଣିବାକୁ ଗଲାବେଳେ ସଫେଇକୁ ଖସିଲା ୧୦୮ ଆମ୍ବୁଲାନ୍ସ

ଷଣ୍ଢକୁ ବଞ୍ଚାଇବାକୁ ଯାଇ ସଫେଇ କୁ ଖସିଲା ୧୦୮ ଆମ୍ବୁଲାନ୍ସ ବାଲିପାଟଣା: ୨୮/୧୨: ରୋଗୀକୁ ନେଇ ଗଲାବେଳେ ସଫେଇ କୁ ଖସି ପଡ଼ିଲା ୧୦୮ ଆମ୍ବୁଲାନ୍ସ,ଚାଳକ ସହ ଆମ୍ବୁଲାନ୍ସ କର୍ମଚାରୀ ଆହତ।ସୂଚନା ମୁତାବକ ବାଲିପାଟଣା ଥାନା ଅନ୍ତର୍ଗତ ଚଣାହାଟ କୁଳନ୍ତିରା ମୌଜା

ରବି ରାୟଙ୍କ ୯୮ ତମ ଜନ୍ମ ଜୟନ୍ତୀ ସମାରୋହ

ରବି ରାୟଙ୍କ ୯୮ ତମ ଜନ୍ମ ଜୟନ୍ତୀ ସମାରୋହ। ବାଲିପାଟଣା:ବରିଷ୍ଠ ସମାଜବାଦୀ ନେତା ତଥା ପ୍ରଥମ ଓଡିଆ ଲୋକସଭା ବାଚସ୍ପତି ରବି ରାୟଙ୍କ ୯୮ତମ ଜନ୍ମ ଜୟନ୍ତୀ ସମାରୋହ ଓ ସମ୍ବର୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରବି ରାୟ ସ୍ମୃତି ସଂସଦ

ଜିଲ୍ଲାପାଳ ଙ୍କ ଜନ ଶୁଣାଣୀ ଶିବିର ଅନୁଷ୍ଠି

ଜିଲ୍ଲାପାଳ ଙ୍କ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ବାଲିପାଟଣା: ଦେଉଳିଧରପୂର୍ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଙ୍କ ବ୍ଲକ ସ୍ତରୀୟ ମିଳିତ ଜନଶୁଣାଣୀ ଆୟୋଜିତ ହୋଇଥିଲା।ପ୍ରଥମ ଥର ପାଇଁ ସରକାର ଙ୍କ ନିଷ୍ପତି ଅନୁଯାୟୀ ଏହି କାର୍ଯ୍ୟକ୍ରମ ପଞ୍ଚାୟତ ଅଞ୍ଚଳ ରେ

ରାଜ୍ୟସ୍ତରରେ ସମ୍ମାନିତ ହେଲା ‘ଆଦର୍ଶ ୟୁଥ୍ ଫାଉଣ୍ଡେସନ ଟ୍ରଷ୍ଟ’

ରାଜ୍ୟସ୍ତରରେ ସମ୍ମାନିତ ହେଲା ‘ଆଦର୍ଶ ୟୁଥ୍ ଫାଉଣ୍ଡେସନ ଟ୍ରଷ୍ଟ’ ପୁରୀ: ପୁରୀ ତଥା ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଊର୍ଜାବାନ ଓଡ଼ିଶା ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ ୩ୟ ସ୍ୱନ୍ନକ୍ଷତ୍ର ଉତ୍ସବ ଧୁମଧାମରେ ଅନୁଷ୍ଠିତ ହେଇଯାଇଅଛି। ଏହି କାର୍ଯ୍ୟକ୍ରମ

ଧଉଳି ଏକ ସାଧାରଣ ପାହାଡ଼ ନୁହେଁ, କଳିଙ୍ଗ ଯୁଦ୍ଧର ମୁକସାକ୍ଷୀ: ଧଉଳିର ୫୨ ତମ ପ୍ରତିଷ୍ଠା ଦିବସ

ଧଉଳି ଏକ ସାଧାରଣ ପାହାଡ଼ ନୁହେଁ, କଳିଙ୍ଗ ଯୁଦ୍ଧର ମୁକସାକ୍ଷୀ: ଧଉଳିର ୫୨ ତମ ପ୍ରତିଷ୍ଠା ଦିବସ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରର ଏକ ମୁଖ୍ୟ ଅଂଶ ହେଉଛି ଧଉଳି ଶାନ୍ତିସ୍ତୁପ, ଯାହାକି ଆଜି ବିଶ୍ଵ ଦରବାରରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି

ପୃଥିବୀକୁ ଫେରିଲେ ୪ ମହାକାଶଚାରୀ

କେପ୍‌ କାର୍ଣ୍ଣିଭାଲ : ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଦୀର୍ଘ ୮ମାସ ରହଣି ପରେ ଶୁକ୍ରବାର ପୃଥିବୀ ପୃଷ୍ଠକୁ ଫେରିଆସିଛନ୍ତି ୪ଜଣ ମହାକାଶଚାରୀ। ଫେରିଥିବା ମହାକାଶଚାରୀଙ୍କ ମଧ୍ୟରୁ ୩ଜଣ ଆମେରିକୀୟ ଓ ଜଣେ ରୁଷୀୟ। ଏମାନେ ହେଲେ ନାସାର ମାଥ୍ୟୁ ଡୋମିନିକ୍, ମିଚେଲ

ଓଡ଼ିଶା ବିଧାନସଭାର ପ୍ରଥମ ବିଧାୟକ ମକରଧ୍ୱଜ ପ୍ରଧାନଙ୍କ ବିୟୋଗ

ଝାରସୁଗୁଡ଼ା: ପରଲୋକରେ ଓଡ଼ିଶା ବିଧାନସଭାର ପ୍ରଥମ ବିଧାୟକ ମକରଧ୍ୱଜ ପ୍ରଧାନ । ଗତକାଲି ଝାରସୁଗୁଡ଼ା ଜିଲ୍ଲା ବାଘମୁଣ୍ଡାସ୍ଥିତ ନିଜ ବାସଭବନରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ହୋଇଥିଲା । ବାର୍ଦ୍ଧକ୍ୟଜନିତ କାରଣରୁ

ଭାରତ-ଚୀନ୍ ସୀମା ବୁଝାମଣା: ୨୯ ସୁଦ୍ଧା ସେନା ପ୍ରତ୍ୟାହାର

ନୂଆଦିଲ୍ଲୀ: ଲଦାଖ୍‌ ସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ସେନା ପ୍ରତ୍ୟାହାରକୁ ନେଇ ଭାରତ ଓ ଚୀନ୍‌ ମଧ୍ୟରେ ଯେଉଁ ବୁଝାମଣା ସ୍ବାକ୍ଷରିତ ହୋଇଛି, ତାହାକୁ କାର୍ଯ୍ୟକାରୀ କରାଯାଇଛି। ତଦନୁଯାୟୀ ଗୁରୁବାର ରାତିରୁ ଲଦାଖ୍‌ର ଦେସପାଙ୍ଗ୍‌ ଓ ଡେମଚୋକ୍‌ ଭଳି ସମ୍ବେଦନଶୀଳ