କେପ୍ କାର୍ଣ୍ଣିଭାଲ : ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଦୀର୍ଘ ୮ମାସ ରହଣି ପରେ ଶୁକ୍ରବାର ପୃଥିବୀ ପୃଷ୍ଠକୁ ଫେରିଆସିଛନ୍ତି ୪ଜଣ ମହାକାଶଚାରୀ। ଫେରିଥିବା ମହାକାଶଚାରୀଙ୍କ ମଧ୍ୟରୁ ୩ଜଣ ଆମେରିକୀୟ ଓ ଜଣେ ରୁଷୀୟ। ଏମାନେ ହେଲେ ନାସାର ମାଥ୍ୟୁ ଡୋମିନିକ୍, ମିଚେଲ
କେପ୍ କାର୍ଣ୍ଣିଭାଲ : ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଦୀର୍ଘ ୮ମାସ ରହଣି ପରେ ଶୁକ୍ରବାର ପୃଥିବୀ ପୃଷ୍ଠକୁ ଫେରିଆସିଛନ୍ତି ୪ଜଣ ମହାକାଶଚାରୀ। ଫେରିଥିବା ମହାକାଶଚାରୀଙ୍କ ମଧ୍ୟରୁ ୩ଜଣ ଆମେରିକୀୟ ଓ ଜଣେ ରୁଷୀୟ। ଏମାନେ ହେଲେ ନାସାର ମାଥ୍ୟୁ ଡୋମିନିକ୍, ମିଚେଲ
ଝାରସୁଗୁଡ଼ା: ପରଲୋକରେ ଓଡ଼ିଶା ବିଧାନସଭାର ପ୍ରଥମ ବିଧାୟକ ମକରଧ୍ୱଜ ପ୍ରଧାନ । ଗତକାଲି ଝାରସୁଗୁଡ଼ା ଜିଲ୍ଲା ବାଘମୁଣ୍ଡାସ୍ଥିତ ନିଜ ବାସଭବନରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ହୋଇଥିଲା । ବାର୍ଦ୍ଧକ୍ୟଜନିତ କାରଣରୁ
ନୂଆଦିଲ୍ଲୀ: ଲଦାଖ୍ ସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ସେନା ପ୍ରତ୍ୟାହାରକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ଯେଉଁ ବୁଝାମଣା ସ୍ବାକ୍ଷରିତ ହୋଇଛି, ତାହାକୁ କାର୍ଯ୍ୟକାରୀ କରାଯାଇଛି। ତଦନୁଯାୟୀ ଗୁରୁବାର ରାତିରୁ ଲଦାଖ୍ର ଦେସପାଙ୍ଗ୍ ଓ ଡେମଚୋକ୍ ଭଳି ସମ୍ବେଦନଶୀଳ
ମୁମ୍ବଇ: ଚଳିତ ମାସ ପ୍ରଥମ ଭାଗରେ ଦେଶର ପ୍ରତିଷ୍ଠିତ ଶିଳ୍ପପତି ତଥା ବଦାନ୍ୟ ବ୍ୟକ୍ତି ରତନ ଟାଟାଙ୍କ ପରଲୋକ ଘଟିଥିଲା ବେଳେ ତାଙ୍କ ସମ୍ପତ୍ତିକୁ ନେଇ ସେ ଇଛାପତ୍ର ଉଲ୍ଲେଖ କରିଥିବା ବିଭିନ୍ନ ବିଷୟ ଏବେ ସାମ୍ନାକୁ ଆସିଛି। ଆଜିର ଦିନରେ
ଭୁବନେଶ୍ୱର: ବାତ୍ୟା ‘ଦାନା’ ଜନିତ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୁକ୍ରବାର ରାଜସ୍ବମନ୍ତ୍ରୀ, ମୁଖ୍ୟ ସଚିବ, ଉନ୍ନୟନ ସଚିବ, ଏସ୍ଆର୍ସିଙ୍କ ସମେତ ଉଚ୍ଚ ପଦାଧିକାରୀଙ୍କ ସହ ସେ ବାତ୍ୟା ମୁକାବିଲା ଓ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ।
ଭୁବନେଶ୍ବର: ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେବା ସହ ଅବପାତର ରୂପ ନେଇଛି ବାତ୍ୟା ଦାନା । ଆଗାମୀ କିଛି ଘଣ୍ଟାରେ ଏହା ଆହୁରି ଦୁର୍ବଳ ହେବ । ବାତ୍ୟାର ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଭଦ୍ରକରୁ
ବାରିପଦା: ଲଜିଷ୍ଟିକ୍ ଗାଡ଼ି ସହ ୨୦ କେଜି ସୁନା ଜବତ । ଏମ୍କେସି ହାଇସ୍କୁଲ ଛକ ନିକଟରୁ ଗାଡ଼ି ସହ ଧରିଲା GST ଟିମ୍। ଶୁକ୍ରବାର ରାତି ୧୧ଟା ସମୟରେ ଜିଏସଟି ଏନଫୋର୍ସମେଣ୍ଟ ବିଭାଗ ପକ୍ଷରୁ ପ୍ରାୟ ୨୦କେଜି ସୁନା ଜବତ
ଜନ୍ମ ଦିନରେ ରକ୍ତଦାନ ଶିବିର। ବାଲିପାଟଣା: ଯୁବ ସାମ୍ବାଦିକ ପ୍ରଳୟ କୁମାର ଦାସ ଙ୍କ ଜନ୍ମ ଦିବସ ଅବସରରେ ରାଜଧାନୀ ଡ଼ାକ୍ତରଖାନା ରକ୍ତ କେନ୍ଦ୍ର ପରିସରରେ ଆୟୋଜିତ ରକ୍ତଦାନ ଶିବିରକୁ ରାଜଧାନୀ ଡାକ୍ତରଖାନା ରକ୍ତ କେନ୍ଦ୍ର ନିର୍ଦ୍ଦେଶକ ଡ ଦେବାଶିଷ ମିଶ୍ର
ଦ୍ୱିତୀୟ ମା’ କନକ ଦୁର୍ଗା ମହୋତ୍ସବ -୨୦୨୪ ଉଦଯାପିତ। ବାଗଲପୁର ରେ ପୂଜା ପାଉଛନ୍ତି ପୁରୀ ଗଜପତିଙ୍କ କନକଦୁର୍ଗା। ବାଲିପାଟଣା: ବାଗଲପୁର ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗ ଓ ଆଦର୍ଶ ୟୁଥ୍ ଫାଉଣ୍ଡେସନ ଟ୍ରଷ୍ଟର ସମସ୍ତ ସଦସ୍ୟଙ୍କ ସହାୟତାରେ ସ୍ଥାନୀୟ ମେଳଣ ପଡ଼ିଆରେ
ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ୧୪୭ତମ ଜନ୍ମଜୟନ୍ତୀ ପାଳିତ ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଉମାଦେଇ ବ୍ରହ୍ମପୁର ଗ୍ରାମପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଯଶୁଆପୁର ପରିସରରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ୧୪୭ ତମ ଜନ୍ମ ଜୟନ୍ତ ପାଳିତ ହୋଇଯାଇଛି।