News ଦେଶ-ବିଦେଶ ରାଜନୀତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ କାଲି ୧୧ଟାରେ ଶପଥ ନେବେ ବିଜୟ SSTV May 8, 2026 0 Comments #ତାମିଲନାଡୁ_ମୁଖ୍ୟମନ୍ତ୍ରୀ_ଭାବେ_କାଲି_୧୧ଟାରେ_ଶପଥ_ନେବେ_ବିଜୟ! ମଇ ୯ ତାରିଖ ଶନିବାର, ଆସନ୍ତାକାଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜୟ। ଦିନ ୧୧ଟାରେ ଶପଥ ନେବେ ଟିଭିକେ ମୁଖ୍ୟ ବିଜୟ। ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି ଜଣାଇଛନ୍ତି ବିଜୟ।