Category: ରାଜ୍ୟ

Total 117 Posts

ପବିତ୍ର ରଥ ଯାତ୍ରା ଉପଲକ୍ଷେ ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ

ପବିତ୍ର ରଥଯାତ୍ରା ଉପଲକ୍ଷେ ଶକୁନ୍ତଳା ଆର୍ଟ ଗ୍ୟାଲେରୀ ତରଫରୁ ଏକ ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା ଅତିଥି- ଶ୍ରୀ ଗଜେନ୍ଦ୍ର ପ୍ରସାଦ ସାହୁ ପୁର୍ବତନ ସଚିବ ଲଳିତକଳା ଏକାଡେମି ଓଡିଶା ,ସଂଜୀବ ବିଶ୍ବାଳ ଓ ଶୁଦର୍ସନ ପରମଗୁରୁ ପ୍ରଦର୍ଶନୀ ଗୁପ୍ତ

ବହୁ ପ୍ରତିକ୍ଷିତ ବଇଁଚୁଆ କାଜ ଉପରେ ନିର୍ମାଣ ହେବ ସେତୁ

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିଅନ୍ତା ବ୍ଲକ ଅଧିନସ୍ଥ ବଇଁଚୁଆ ଗ୍ରାମ ପଞ୍ଚାୟତର ଥିବା କାଜ ଉପରେ ଏକ ସେତୁ ନିର୍ମାଣ ପାଇଁ ବହୁ ପୂର୍ବରୁ ଜନସାଧାରଣଙ୍କ ଦାବି ଉଠୁଥିଲା. ଜୟଦେବର ବିଧାୟକ ଡ଼ ଅରବିନ୍ଦ ଢାଲିଙ୍କ ଉଦ୍ୟମରେ ନିର୍ମାଣ ହେବାକୁ ଯାଉଚି

ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ସୁସ୍ଥ ହୋଇ ଫେରିଲେ

ଦୀର୍ଘ ଦୁଇ ବର୍ଷ ଧରି ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଦିଲ୍ଲୀ ଏମସ୍ ରେ ଚିକିତ୍ସାଧିନ ଥିଲେ. ସେ ଆଜି ସୁସ୍ଥ ହୋଇ ଭୁବନେଶ୍ବର ଫେରିଛନ୍ତି. ସେ କୋଭିଡ ରୋଗ ରେ ଆକ୍ରାନ୍ତ ହୋଇ ଥିଲେ.

ଆଇସକ୍ରିମ କାଠିରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ।

ଆଇସକ୍ରିମ କାଠିରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ପୁରୀ ସିଦ୍ଧମହାବୀର କୁମୁଟି ପାଟଣାର ବିଶ୍ବଜିତ ନାୟକ ଆଇସକ୍ରିମ କାଠିରେ ନନ୍ଦିଘୋଷ ରଥ ନିର୍ମାଣ କରିଛନ୍ତି।ସମୁଦାୟ ୨୭୫ ଆଇସକ୍ରିମ୍‌ କାଠି ବ୍ୟବହାର କରି ବିଶ୍ବଜିତ ଏହି ରଥ ନିର୍ମାଣ କରିଛନ୍ତି। ଏହି ରଥର

ବେଳ ଗଡ଼ୁଛି, ଉତ୍କଣ୍ଠା ବଢୁଛି। ବଡ଼ଦାଣ୍ଡରେ ମହାପ୍ରଭୁଙ୍କୁ ଦେଖିବା ପାଇଁ ମନ ଆତୁର ହେଉଛି। ଜୟ ଜଗନ୍ନାଥ🙏🏼

ବେଳ ଗଡ଼ୁଛି, ଉତ୍କଣ୍ଠା ବଢୁଛି। ବଡ଼ଦାଣ୍ଡରେ ମହାପ୍ରଭୁଙ୍କୁ ଦେଖିବା ପାଇଁ ମନ ଆତୁର ହେଉଛି। ଜୟ ଜଗନ୍ନାଥ🙏🏼

ଯାଜପୁର ଜିଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀର ସମସ୍ତ ଗ୍ରାମ ପଞ୍ଚାୟତରେ ପ୍ରତିଷ୍ଠା ହେବ ଗ୍ରୀନ ପାର୍କ :ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ

ରଥଯାତ୍ରା ପରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତରେ ଗ୍ରୀନ-ପାର୍କ ପ୍ରତିଷ୍ଠା ହେବ। ସୁକିନ୍ଦା-ଦାନଗଦୀର ୬ଟି ବୃହତ ପାର୍କରେ ସୋଲାର ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଛି। -ଏନେଇ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ କାର୍ଯ୍ୟାଳୟରେ ମାନ୍ୟବର ମନ୍ତ୍ରୀ ପ୍ରିତିରଞ୍ଜନ ଘଡେଇଙ୍କ 

ଫାଇଭ ଟି ସଚିବ ଭି. କେ ପାଣ୍ଡିଆନ୍ ଙ୍କ କନ୍ଧମାଳ ଗସ୍ତ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଆଜି କନ୍ଧମାଳ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ➡️ ମା ବରାଳଦେବୀ ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ ➡️ ୫.୨୯ କୋଟି

ପୁରୀରେ ତିଆରି ହେଉଛି ନକଲି ଅବଢ଼ା

ପୁରୀରେ ତିଆରି ହେଉଥିଲା ନକଲି ମହାପ୍ରସାଦ! ବାହାରେ ରୋଷେଇ କରି ମହାପ୍ରସାଦ ନାଁରେ ଠକୁଥିବା ଅଭିଯୋଗ. ପୁରୀର ଲୋକନାଥ ରୋଡ ଅନ୍ତର୍ଗତ ପାଇକ ସାହିରେ ଅବଢା ତିଆରି ହେଉଥିବା ସୂଚନା ମିଳିଛି.

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ପିଠର ହେବ ସମ୍ପୂର୍ଣ୍ଣ ରୂପାନ୍ତର

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ପୀଠର ହେବ ସମ୍ପୂର୍ଣ୍ଣ ରୂପାନ୍ତର। 5T ସଚିବ ଶ୍ରୀ ଭି.କେ ପାଣ୍ଡିଆନଙ୍କ ପରାମର୍ଶ ଅନୁସାରେ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ଅନୁମୋଦନ ପାଇଁ ଜିଲ୍ଲାପାଳ ₹୧୧୨ କୋଟିର ପ୍ରକଳ୍ପ ପ୍ରସ୍ତାବ ଦେଇଛନ୍ତି। ନିକଟରେ #5T

ବିଶିଷ୍ଟ ସମବାୟବିତ ଦିଗମ୍ବର ମଙ୍ଗରାଜଙ୍କ ପରଲୋକ

ବେଣୁପୁର ସେବା ସମବାୟ ସମିତି ସଭାପତିଙ୍କ ପରଲୋକ ବାଲିଅନ୍ତା- ବାଲିଅନ୍ତା ବ୍ଲକ ଅଧୀନ ବେଣୁପୁର ପ୍ରାଥମିକ ସେବା ସମବାୟ ସମିତିର ସଭାପତି ଦିଗମ୍ବର ମଙ୍ଗରାଜଙ୍କର ପରଲୋକ ହୋଇଯାଇଛି। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ତାଙ୍କର ରସୁଲଗଡ଼ ସ୍ଥିତ ବାସଭବନରେ ମୃତ୍ୟୁ