ବଢ଼ିବନି ଡିଜେଲ-ପେଟ୍ରୋଲ ଦାମ: IOC ମୁଖ୍ୟ। ବ୍ୟୁରୋ:ବର୍ତ୍ତମାନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବ ନାହିଁ ବରଂ ସ୍ଥିର ରହିବ। ଏକଥା କହିଛନ୍ତି ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସି) ଅଧ୍ୟକ୍ଷ ଅରବିନ୍ଦର ସିଂହ ସାହାନି। ଅଶୋଧିତ ତୈଳ ଦରରେ ପରିବର୍ତ୍ତନ
ବଢ଼ିବନି ଡିଜେଲ-ପେଟ୍ରୋଲ ଦାମ: IOC ମୁଖ୍ୟ। ବ୍ୟୁରୋ:ବର୍ତ୍ତମାନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବ ନାହିଁ ବରଂ ସ୍ଥିର ରହିବ। ଏକଥା କହିଛନ୍ତି ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସି) ଅଧ୍ୟକ୍ଷ ଅରବିନ୍ଦର ସିଂହ ସାହାନି। ଅଶୋଧିତ ତୈଳ ଦରରେ ପରିବର୍ତ୍ତନ
ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ପରଲୋକ ନେଇ ଜାତୀୟ ଗଣମାଧ୍ୟମ ରେ ଚର୍ଚ୍ଚା। ୯୨ବୟସରେ ପରଲୋକ,ଆଜି ସନ୍ଧ୍ୟାରେ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯିବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏମ୍ସ୍ ରେ ପହଞ୍ଚିଥିଲେ ଜେପିନଡ୍ଡା ଓ ପ୍ରିୟଙ୍କା ଗାନ୍ଧୀ। ୨୦୦୪ ରୁ ୨୦୧୪
ବଦଳିଲେ ରାଜ୍ୟପାଳ; ଓଡ଼ିଶାର ନୂଆ ରାଜ୍ୟପାଳ ହରିବାବୁ କାମ୍ଭମପତି। ନିଯୁକ୍ତି ଦେଲେ ରାଷ୍ଟ୍ରପତି। ଇସ୍ତପା ଦେଲେ ରଘୁବର ଦାସ। ଓଡ଼ିଶାର ନୂଆ ରାଜ୍ୟପାଳ ହେଲେ ହରିବାବୁ କାମ୍ଭମପତି । ସେ ମିଜୋରାମର ରାଜ୍ୟପାଳ ଥିଲେ ହରିବାବୁ କାମ୍ଭମପତି । – ପୂର୍ବରୁ
ଜଗତ କଲ୍ୟାଣ ପାଇଁ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ପ୍ରସ୍ତାବ ନୂଆଦିଲ୍ଲୀ:ଓଡ଼ିଶାର ପ୍ରମୁଖ ରେଳ ଷ୍ଟେସନରେ ମନ୍ଦିର ପ୍ରଶାସନ ତରଫରୁ ହେଉ ଭକ୍ତଙ୍କ ପାଇଁ ସୁଖା ପ୍ରସାଦ କେନ୍ଦ୍ରର ବ୍ୟବସ୍ଥା ୧୧ ଡିସେମ୍ବର ୨୦୨୪, ନୂଆଦିଲ୍ଲୀ ପୁରୀ ଲୋକସଭା ସାଂସଦ ସମ୍ବିତ
୪ରେ_ପୁରୀ_ଆସିବେ_ରାଷ୍ଟ୍ରପତି। -ଡିସେମ୍ବର ୪ ତାରିଖରେ ପୁରୀ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -ନୌସେନାର ସମରାଭ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ -ଡିସେମ୍ବର ୪ ନୌସେନା ଦିବସ ଉପଲକ୍ଷେ ଆୟୋଜିତ ହେବ ସମରାଭ୍ୟାସ -ପୁରୀର ବ୍ଲୁ ଫ୍ଲାଗ ବେଳାଭୂମିରେ ଅନୁଷ୍ଠିତ ହେବ
କେପ୍ କାର୍ଣ୍ଣିଭାଲ : ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଦୀର୍ଘ ୮ମାସ ରହଣି ପରେ ଶୁକ୍ରବାର ପୃଥିବୀ ପୃଷ୍ଠକୁ ଫେରିଆସିଛନ୍ତି ୪ଜଣ ମହାକାଶଚାରୀ। ଫେରିଥିବା ମହାକାଶଚାରୀଙ୍କ ମଧ୍ୟରୁ ୩ଜଣ ଆମେରିକୀୟ ଓ ଜଣେ ରୁଷୀୟ। ଏମାନେ ହେଲେ ନାସାର ମାଥ୍ୟୁ ଡୋମିନିକ୍, ମିଚେଲ
ନୂଆଦିଲ୍ଲୀ: ଲଦାଖ୍ ସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ସେନା ପ୍ରତ୍ୟାହାରକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ଯେଉଁ ବୁଝାମଣା ସ୍ବାକ୍ଷରିତ ହୋଇଛି, ତାହାକୁ କାର୍ଯ୍ୟକାରୀ କରାଯାଇଛି। ତଦନୁଯାୟୀ ଗୁରୁବାର ରାତିରୁ ଲଦାଖ୍ର ଦେସପାଙ୍ଗ୍ ଓ ଡେମଚୋକ୍ ଭଳି ସମ୍ବେଦନଶୀଳ
ମୁମ୍ବଇ: ଚଳିତ ମାସ ପ୍ରଥମ ଭାଗରେ ଦେଶର ପ୍ରତିଷ୍ଠିତ ଶିଳ୍ପପତି ତଥା ବଦାନ୍ୟ ବ୍ୟକ୍ତି ରତନ ଟାଟାଙ୍କ ପରଲୋକ ଘଟିଥିଲା ବେଳେ ତାଙ୍କ ସମ୍ପତ୍ତିକୁ ନେଇ ସେ ଇଛାପତ୍ର ଉଲ୍ଲେଖ କରିଥିବା ବିଭିନ୍ନ ବିଷୟ ଏବେ ସାମ୍ନାକୁ ଆସିଛି। ଆଜିର ଦିନରେ
ନରେନ୍ଦ୍ର ମୋଦୀ ସରକାରଙ୍କ ତୃତୀୟ ପାଳିରେ ଅଜିତ ଡୋଭାଲଙ୍କୁ ପୁଣି ଥରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି । ଅଜିତ ଡୋଭାଲଙ୍କୁ ତୃତୀୟ ଥର ପାଇଁ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି ।
ଦେଶର ପ୍ରତିଷ୍ଠିତ କମ୍ପାନୀ ଟାଟା ଏବେ ମୋବାଇଲ ତିଆରି ବ୍ୟବସାୟରେ ପ୍ରବେଶ କରିବାକୁ ଯାଉଛି । ତେବେ ପ୍ରାୟ ଏକ ଦଶନ୍ଧି ତଳେ ଟାଟା ଗ୍ରୁପ୍ ଉଭୟ ମୋବାଇଲ ନେଟୱାର୍କ ଓ ହ୍ୟାଣ୍ଡସେଟ୍ ତିଆରି କରୁଥିଲା। କିନ୍ତୁ ପରେ ସେଥିରୁ