SSTV

242 Posts Website

ପବିତ୍ର ରଥ ଯାତ୍ରା ଉପଲକ୍ଷେ ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ

ପବିତ୍ର ରଥଯାତ୍ରା ଉପଲକ୍ଷେ ଶକୁନ୍ତଳା ଆର୍ଟ ଗ୍ୟାଲେରୀ ତରଫରୁ ଏକ ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା ଅତିଥି- ଶ୍ରୀ ଗଜେନ୍ଦ୍ର ପ୍ରସାଦ ସାହୁ ପୁର୍ବତନ ସଚିବ ଲଳିତକଳା ଏକାଡେମି ଓଡିଶା ,ସଂଜୀବ ବିଶ୍ବାଳ ଓ ଶୁଦର୍ସନ ପରମଗୁରୁ ପ୍ରଦର୍ଶନୀ ଗୁପ୍ତ

ବହୁ ପ୍ରତିକ୍ଷିତ ବଇଁଚୁଆ କାଜ ଉପରେ ନିର୍ମାଣ ହେବ ସେତୁ

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିଅନ୍ତା ବ୍ଲକ ଅଧିନସ୍ଥ ବଇଁଚୁଆ ଗ୍ରାମ ପଞ୍ଚାୟତର ଥିବା କାଜ ଉପରେ ଏକ ସେତୁ ନିର୍ମାଣ ପାଇଁ ବହୁ ପୂର୍ବରୁ ଜନସାଧାରଣଙ୍କ ଦାବି ଉଠୁଥିଲା. ଜୟଦେବର ବିଧାୟକ ଡ଼ ଅରବିନ୍ଦ ଢାଲିଙ୍କ ଉଦ୍ୟମରେ ନିର୍ମାଣ ହେବାକୁ ଯାଉଚି

ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ସୁସ୍ଥ ହୋଇ ଫେରିଲେ

ଦୀର୍ଘ ଦୁଇ ବର୍ଷ ଧରି ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଦିଲ୍ଲୀ ଏମସ୍ ରେ ଚିକିତ୍ସାଧିନ ଥିଲେ. ସେ ଆଜି ସୁସ୍ଥ ହୋଇ ଭୁବନେଶ୍ବର ଫେରିଛନ୍ତି. ସେ କୋଭିଡ ରୋଗ ରେ ଆକ୍ରାନ୍ତ ହୋଇ ଥିଲେ.

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୫ ତମ ଶ୍ରାଦ୍ଧ ଦିବସ ପାଳିତ

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୫ତମ ଶ୍ରାଦ୍ଧ ଦିବସ ଅବସରରେ ପାଣ୍ଡରା ସ୍ଥିତ ଆଦର୍ଶ ବୃଦ୍ଧାଶ୍ରମ ଠାରେ ଉତ୍କଳମଣି ଙ୍କୁ ଶ୍ରଦ୍ଧାଞ୍ଜଳି ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି , କମିଶନରେଟ ପୋଲିସ ରେଡ଼କ୍ରୋସ ତରଫରୁ

ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଚାମ୍ପିଅନ୍‌ ହେଲା ଭାରତ

ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଚାମ୍ପିଅନ୍‌ ହେଲା ଭାରତ। ଲେବାନନ୍‌କୁ ୨-୦ ଗୋଲ୍‌ରେ ହରାଇ ଭାରତ ଏହି ମାଇଲ୍‌ ଖୁଣ୍ଟ ହାସଲ କରିଛି। ଏଥିସହ ଦ୍ୱିତୀୟ ଥର ପାଇଁ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ରେ ଚାମ୍ପିଅନ୍‌ ହୋଇଛି ଭାରତ। ରବିବାର ଭୁବନେଶ୍ୱରରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଅଧିନାୟକ

ଆଇସକ୍ରିମ କାଠିରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ।

ଆଇସକ୍ରିମ କାଠିରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ପୁରୀ ସିଦ୍ଧମହାବୀର କୁମୁଟି ପାଟଣାର ବିଶ୍ବଜିତ ନାୟକ ଆଇସକ୍ରିମ କାଠିରେ ନନ୍ଦିଘୋଷ ରଥ ନିର୍ମାଣ କରିଛନ୍ତି।ସମୁଦାୟ ୨୭୫ ଆଇସକ୍ରିମ୍‌ କାଠି ବ୍ୟବହାର କରି ବିଶ୍ବଜିତ ଏହି ରଥ ନିର୍ମାଣ କରିଛନ୍ତି। ଏହି ରଥର

ଓଡିଶା ରାଜ୍ଯ ସମିତି ସଭ୍ୟ ମାନଙ୍କର ପ୍ରସ୍ତୁତି ବୈଠକ

ଆଜି ରାଜ୍ଯର ସମିତି ସଭ୍ୟ ଓ ସଭ୍ଯା ମାନଙ୍କୁ ନେଇ ଭୁବନେଶ୍ବର ଠାରେ ଥିବା ଗୀତଗୋବିନ୍ଦ ସଦନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି. ଏହି ବୈଠକରେ ମୁଖତଃ ଓଡ଼ିଶାର ୩୦ ଜିଲାର ସମିତି ସଭ୍ୟ ଓ ସଭ୍ୟା ମାନେ ବୈଠକରେ

ବେଳ ଗଡ଼ୁଛି, ଉତ୍କଣ୍ଠା ବଢୁଛି। ବଡ଼ଦାଣ୍ଡରେ ମହାପ୍ରଭୁଙ୍କୁ ଦେଖିବା ପାଇଁ ମନ ଆତୁର ହେଉଛି। ଜୟ ଜଗନ୍ନାଥ🙏🏼

ବେଳ ଗଡ଼ୁଛି, ଉତ୍କଣ୍ଠା ବଢୁଛି। ବଡ଼ଦାଣ୍ଡରେ ମହାପ୍ରଭୁଙ୍କୁ ଦେଖିବା ପାଇଁ ମନ ଆତୁର ହେଉଛି। ଜୟ ଜଗନ୍ନାଥ🙏🏼

ଯାଜପୁର ଜିଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀର ସମସ୍ତ ଗ୍ରାମ ପଞ୍ଚାୟତରେ ପ୍ରତିଷ୍ଠା ହେବ ଗ୍ରୀନ ପାର୍କ :ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ

ରଥଯାତ୍ରା ପରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତରେ ଗ୍ରୀନ-ପାର୍କ ପ୍ରତିଷ୍ଠା ହେବ। ସୁକିନ୍ଦା-ଦାନଗଦୀର ୬ଟି ବୃହତ ପାର୍କରେ ସୋଲାର ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଛି। -ଏନେଇ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ କାର୍ଯ୍ୟାଳୟରେ ମାନ୍ୟବର ମନ୍ତ୍ରୀ ପ୍ରିତିରଞ୍ଜନ ଘଡେଇଙ୍କ 

ଫାଇଭ ଟି ସଚିବଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ

ଆଜି ଭୁବନେଶ୍ଵର ବିଜେପି ରାଜ୍ଯ କାର୍ଯ୍ୟାଳୟରେ ଭୁବନେଶ୍ବର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ପ୍ରେସମିଟ କରିଛନ୍ତି. ଶ୍ରୀମତୀ ଷଡଙ୍ଗୀ ରାଜ୍ଯସରକାରଙ୍କ ଶାସନ ବ୍ୟବସ୍ଥା ଉପରେ ବର୍ଷିଛନ୍ତି. ସେ କହିଛନ୍ତି ଜଣେ ସଚିବ ସରକାରଙ୍କ ଶାସନ ବ୍ୟବସ୍ଥାକୁ ହାଇ ଯାକ କରି ନେଇଛନ୍ତି.