SSTV

233 Posts Website

ମିଶନ ଶକ୍ତି କାଫେକୁ ଉଦଘାଟନ କଲେ ଖୋର୍ଦ୍ଧା ଜିଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ

ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ପରିସରରେ ମିଶନ ଶକ୍ତି କାଫେକୁ ଜିଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ ଉଦଘାଟନ କରିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ, ବାଲିଅନ୍ତା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ ଖଟୁଆ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପବିତ୍ର

ଭୁବନେଶ୍ବରକୁ ଜିଲା ଦାବିରେ ପ୍ରସ୍ତୁତି ବୈଠକ

ଭୁବନେଶ୍ୱରକୁ ନୂତନ ଜିଲ୍ଲା ଘୋଷଣା ଦାବିନେଇ “ଭୁବନେଶ୍ୱର ଜିଲ୍ଲା ଆନ୍ଦୋଳନ ସମିତି” ତରଫରୁ ଆଜି ଜୟଦେବ ନିର୍ବାଚନ ମଣ୍ଡଳୀ ପୂରଣପଧାନ ପଞ୍ଚାୟତ ସଭାକକ୍ଷରେ ୨ୟ ବୈଠକ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି

ନନ୍ଦନକାନନ ଫାଇଭ ଟି ମାଧ୍ୟମରେ ପାଇବ ନୂଆ ରୂପ

ନନ୍ଦନକାନନର ହେବ ରୂପାନ୍ତର । ୫-ଟି ଉପକ୍ରମରେ ବିଶ୍ୱସ୍ତରୀୟ ପ୍ରାଣୀ ଉଦ୍ୟାନ ଭାବେ ଏହାର ରୂପାନ୍ତର କରାଯିବ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନନ୍ଦନକାନନରେ ପ୍ଲାଷ୍ଟିକର ବ୍ୟବହାର ନିଷେଧ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ନିର୍ଦ୍ଧାରିତ ସମୟ

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଉପଜିଲ୍ଲାପାଳ

ଆଗରୁ ମଧ୍ୟ ଥରେ ଲକ୍ଷେ ଟଙ୍କା ନେଇ ଧରାପଡ଼ିଥିଲେ, ଏବେ ପୁଣି ଭିଜିଲାନ୍ସ ଏଯାଏଁ ଜବତ କଲାଣି ୩ କୋଟିରୁ ଉର୍ଦ୍ଧ୍ବ ନବରଙ୍ଗପୁର ଉପଜିଲ୍ଲାପାଳ ପୁଣି ଭିଜିଲାନ୍ସ ଜାଲରେ ଜଣେ ସରକାରୀ ବାବୁ। ଆଜି ସକାଳୁ ସକାଳୁ ଭିଜିଲାନ୍ସ ଟିମ୍ ନବରଙ୍ଗପୁର

ଆଣ୍ଟଲାଟିକ୍ ମହାସାଗରରେ ଟାଇଟନ୍ ଜାହାଜ ବୁଡ଼ିବା ଘଟଣା

ଆଣ୍ଟଲାଟିକ୍ ମହାସାଗରରେ ଟାଇଟନ୍ ଜାହାଜ ବୁଡ଼ିବା ଘଟଣା, ୪ ଦିନ ପରେ ସମୁଦ୍ର ମଝିରୁ ମିଳିଲା ଧ୍ୱଂସାବଶେଷ, ଟାଇଟାନିକ୍ ଦେଖିବାକୁ ଯାଇଥିବା ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା, ମୃତ୍ୟୁ ନେଇ ଆମେରିକା କୋଷ୍ଟଗାର୍ଡ ପକ୍ଷରୁ ସୂଚନା |

ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ସିରିଜ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ

  ଆସନ୍ତା ଜୁଲାଇ ୧୨ରୁ ଆରମ୍ଭ ହେବାକୁ ଯାଉଛି ଟେଷ୍ଟ ସିରିଜ୍  । ଏହି ଟେଷ୍ଟ ସିରିଜରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ୱେଷ୍ଟଇଣ୍ଡିଜ୍ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ଓ ଦିନିକିଆ ସିରିଜ୍ ପାଇଁ ଘୋଷଣା ହେଲା ଭାରତୀୟ

ମହାପ୍ରଭୁଙ୍କ ନାମରେ ମହାଠକେଇ

*ମହାପ୍ରଭୁଙ୍କ ନାଁରେ ମହାଠକେଇ : ଶ୍ରୀମନ୍ଦିରରେ ପୂଜା କରିବାକୁ ଅନଲାଇନରେ ବିଜ୍ଞାପନ; ଟଙ୍କା ଦେଇ ବୁକ୍ କଲେଣି ଭକ୍ତ, ଥାନାରେ ଏତଲା ।* *ଭକ୍ତଙ୍କ ଭାବନା ସହ ଖେଳ । ମହାପ୍ରଭୁଙ୍କ ନାଁରେ ଠକେଇ । ଶ୍ରୀମନ୍ଦିରରେ ଭୋଗ ଲଗାଇବା ନାଁରେ

୫ଟି ଉପକ୍ରମରେ ବାହାନଗା ହାଇସ୍କୁଲର ପୁନଃନିର୍ମାଣ ହେବ

ବାଲେଶ୍ବର ଜିଲ୍ଲାର ବାହାନଗା ହାଇସ୍କୁଲର ୫ଟି ଉପକ୍ରମରେ ପୁନଃନିର୍ମାଣ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୁଇ କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର କରାଯାଇଛି । ସୂଚନାଯୋଗ୍ୟ ଯେ

ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡାଙ୍କ ଦୁଇ ଦିନିଆ ଓଡିଶା ଗସ୍ତ

ଆଜି ଅପରାହ୍ନରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡାଙ୍କ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି. ସେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜେପିର ବରିଷ୍ଠ ନେତା ତଥା ସାଂସଦ ଜୁଏଲ୍ ଓରାମ ଏବଂ ବରିଷ୍ଠ କର୍ମକର୍ତ୍ତା ମାନେ ସ୍ଵାଗତ

ଭୁବନେଶ୍ବର ଉପକଣ୍ଠ ସୁଦର୍ଶନଦାରୁ ପୀଠ ଠାରେ ରଥଯାତ୍ରା ଅନୁଷ୍ଠିତ

ଭୁବନେଶ୍ବର ଉପକଣ୍ଠ ହିରାପୁର- ଗଡ଼ କଣ୍ଟୁଣିଆର ସୁଦର୍ଶନଙ୍କ ଦାରୁ ପୀଠ ଠାରେ ୬ଷ୍ଟ ବାର୍ଷିକ ରଥଯାତ୍ରା ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଅଛି। ପ୍ରାତଃରୁ ମଇଲମ, ଅବକାଶ, ବାଳଧୂପ ଓ ସଂଖୁଡ଼ି ଭୋଗ ଅର୍ପଣ ପରେ ମଧ୍ୟାନରେ ବିଗ୍ରହମାନଙ୍କୁ ରଥରେ